Hare Krishna Challenge- (ODIA)

27.00

SKU HKC-ORI-01 Category Tag

Description

ଏହି ଗ୍ରନ୍ଥଟି ଇସ୍ପର ପ୍ରତିଷ୍ଠାତା ଶ୍ରୀଳ ପ୍ରଭୁପାଦଙ୍କ ସଙ୍ଗେ କଥୋପକଥନ ଆକାରରେ ରଚିତ ପ୍ରବନ୍ଧ ଠାରୁ ସଂକଳନ କର। ହୋଇଛି । ଶ୍ରୀଲ ପ୍ରଭୁପାଦ ଏହି ଗ୍ରନ୍ଥଟିକୁ
ବୈଦିକ ଦୃଷ୍ଟିଭଙ୍ଗୀରେ ପରିପ୍ରେକ୍ଷିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଯେପରି ପୁନର୍ଜନ୍ମ, ଅନିୟନ୍ତ୍ରିତ ଯୌନତା, ଗୋ-ହତ୍ୟା, ଆମିଷ ଭୋଜନ, ଆମର ଉପସ୍ଥିତିର ପ୍ରମାଣ, ସାମାଜିକ ସଂସ୍କାର ଏବଂ ବୈଜ୍ଞାନିକ ପ୍ରଗତି ଇତ୍ୟାଦି। ଶ୍ରୀଳ ପ୍ରଭୁପାଦଙ୍କର ଶିକ୍ଷା ଓ ତାଙ୍କର ଜୀବନ ଏହି ପ୍ରଦର୍ଶନ କରେ ଯେ ପ୍ରାଚୀନ ବେଦ ସର୍ଦ୍ଦେଶ କୌଣସି ପ୍ରକାର ପୁରାତନ ହୋଇଯାଏ ନାହିଁ, କିନ୍ତୁ ଆଧୁନିକ ଯୁଗରେ ସମସ୍ତ ଲୋକଙ୍କ ପାଇଁ ଅନୁକୂଳ ଅଟେ।

Additional information

Weight 0.112 kg
Dimensions 18 × 12 × 1 cm

Reviews

There are no reviews yet.

Be the first to review “Hare Krishna Challenge- (ODIA)”

Your email address will not be published. Required fields are marked *

×